ଯାଜପୁରରେ ବୀଭତ୍ସ ହତ୍ୟା, ଷ୍ଟୁଡିଓ ଭିତରୁ ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Spread the love

Spread the loveଯାଜପୁର : ଷ୍ଟୁଡ଼ିଓ ମାଲିକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା । ଯାଜପୁର ରୋଡ ଥାନା ସୋବରାରେଏହି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରିଛି । ପୂର୍ବ ଶତ୍ରୁତାରୁ ଗତକାଲି … Read More

ଖୁବ ଶୀଘ୍ର ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ

Spread the love

Spread the loveନୂଆଦିଲ୍ଲୀ: ୨୭ ବର୍ଷ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବାକୁ ଯାଉଛି। ଦିଲ୍ଲୀର ୭୦ଟି ସିଟ୍ ମଧ୍ୟରୁ ୪୮ଟିରେ ବିଜେପି ଜିତିଥିବାବେଳେ ଆପକୁ କେବଳ ୨୨ଟି ସିଟ୍ ସହ ସନ୍ତୁଷ୍ଟ … Read More

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩୧ ମାଓବାଦୀ ନିହତ

Spread the love

Spread the loveମାଲକାନଗିରି ୦୯।୦୨ : ମାଓ ସଂଗଠନକୁ ଜୋରଦାର ଝଟ୍‌କା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ଜଙ୍ଗଲରେ ଘଟିଛି ଏହି ଏନ୍‌କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଖବର … Read More

ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ

Spread the love

Spread the loveଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । … Read More

ତିନିଯୁବକଙ୍କ ଆକ୍ରମଣରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

Spread the love

Spread the loveଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧରେ ସ୍ଥାନୀୟ ତିନିଯୁବକଙ୍କ ଆକ୍ରମଣରେ ଜିନ୍ଦଲ କମ୍ପାନୀର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୮ ଟାରେ ଜିନ୍ଦଲ … Read More

ମହାକୁମ୍ଭ ମେଳା ପରିଦର୍ଶନ ଓ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ମୁର୍ମୁ

Spread the love

Spread the loveରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା … Read More

ଏଫଆଇଏଚ୍ ପ୍ରୋ ଲିଗ୍: ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ମହିଳା ହକି ଦଳ, ୧୫ରୁ ହକି ଫାଇଟ୍

Spread the love

Spread the loveଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ … Read More

ଦିଲ୍ଲୀରେ ଉତ୍ତମ ମହାନ୍ତି, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

Spread the love

Spread the loveଦିଲ୍ଲୀରେ ଉତ୍ତମ ମହାନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତକାଲି ଘରୋଇ ହସ୍ପିଟାଲରୁ  ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ … Read More

୧୫ ପରେ ଆଉ ବଢ଼ିବନି ରାସନ କାର୍ଡ ଇ-କେୱାଇସି ଅବଧି

Spread the love

Spread the loveଭୁବନେଶ୍ଵର: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି । ୧୫ ପରେ ଆଉ ବଢ଼ିବନି ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ … Read More

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

Spread the love

Spread the loveନୂଆଦିଲ୍ଲୀ: ଇସ୍ତଫା ଦେଲେ ଆତିଶୀ। ଆଜି ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଦିଲ୍ଲୀରେ ଆପ୍‌ର ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ … Read More