ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ : ସମୀର ମହାନ୍ତି

  ଭୁବନେଶ୍ୱର: ଦିନକୁ ଦିନ ସରଗରମ ହେଉଛି ରାଜନୈତିକ ମାହୋଲ । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତେ ଜୋର ଧରୁଛି । ଓଡ଼ିଶାରେ ବିଜେପି-ବିଜେଡି ଯେମିତି ବାକ ଯୁଦ୍ଧ ଚାଲିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି … Read More

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

  ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି … Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିବେ ଲୋକସଭା ନିର୍ବାଚନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢିବେ। ଜାତୀୟ ଗଣମାଧ୍ୟମ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥର ପ୍ରତ୍ଯକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର। ଓଡ଼ିଶାରୁ ସେ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। … Read More

ଯଦି ‘ଶ୍ରଦ୍ଧା’ ଫିଜିଓଥେରାପିଷ୍ଟ ଭାଟିକାନ କାହିଁକି ଯାଇଥିଲେ : ଜୟନାରାୟଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଶ୍ରଦ୍ଧାଙ୍କୁ ନେଇ ବଢିଲା ବିବାଦ । କିଏ ଏହି ଶ୍ରଦ୍ଧା ? ଯଦି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କର ଫିଜିଓ ଥେରାପିଷ୍ଟ ତେବେ ଠିକ ଅଛି । କିନ୍ତୁ ସେ ଭାଟିକାନ … Read More

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ

ଭୁବନେଶ୍ୱର:ବିଜୁ ଯୁବ ଜନତା ଦଳ (ବିଜେଡି) ପକ୍ଷରୁ ବୁଧବାର ୨ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା … Read More

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜ ହେଲେ  ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ । ଦଳ ପକ୍ଷରୁ ତାଙ୍କୁ  ଏହି ନିଯୁକ୍ତି ଦିଆଯାଇଛି । ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ମାନସ … Read More

ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ

ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଫଳାଫଳ ବି  ସାମ୍ନାକୁ ଆସିସାରିଛି ।  ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ … Read More

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର : ସରିଲା ମୌସୁମୀ ଅଧିବେଶନ । ଦିନକ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । … Read More

ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ, ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ … Read More

କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ … Read More