ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ
Spread the loveଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପର ମୁଣ୍ଡରେ ଅଠା ବୋଳିବାରେ ଲାଗିଛନ୍ତି। ଅଭିଯୋଗର ବାକ୍ଯୁଦ୍ଧ ଜାରି ରହିଛି। ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, … Read More
