ଭାରତ-ବାଂଲାଦେଶ ସୀମାରେ ଅସମ୍ପୂର୍ଣ୍ଣ ଫେନସିଂ
Spread the loveନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ କହିଛନ୍ତି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୀମାର ପରିସର ୪୦୯୬.୭ କିଲୋମିଟର ଥିବାବେଳେ ଏପର୍ଯ୍ୟନ୍ତ ୮୬୪.୫ କିଲୋମିଟର ପରିସରରେ ତାର ବାଡ଼ ଲଗାଯାଇପାରିନାହିଁ | ଏଥିମଧ୍ୟରୁ ୧୭୪.୧୫ କିଲୋମିଟର ଅଞ୍ଚଳ ଖାଲରେ … Read More
