ପୁରୀରେ ଭୂକମ୍ପ ଗୁଜବ, ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ନାହିଁ

Spread the love

Spread the loveପୁରୀ: ପୁରୀରେ ଭୂକମ୍ପ ଗୁଜବ ।  ଆଜି ସକାଳେ ପୁରୀରେ ୪.୭ ତୀବ୍ରତାରେ ଭୂକମ୍ପ ନେଇ କିଛି ଗଣମାଧ୍ୟମରେ ହୋଇଥିଲା ଜୋରଦାର ଚର୍ଚ୍ଚା ।  କିନ୍ତୁ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।  … Read More

୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତି ବନ୍ଦ, ବାରାଣସୀ​‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

Spread the love

Spread the loveବାରାଣସୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ପ୍ରମୁଖ ତୀର୍ଥସ୍ଥାନ ଯଥା ଅଯୋଧ୍ୟା ରାମ ମନ୍ଦିର, ବାରାଣସୀ, କାଶୀ ବିଶ୍ବନାଥ ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଏପରି ଭିଡକୁ ନିୟନ୍ତ୍ରଣ … Read More

୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ, ବଢିଛି ଧର୍ତ୍ତବ୍ୟ ଅପରାଧ ହାର

Spread the love

Spread the loveଭୁବନେଶ୍ବର: ରାଜ୍ୟରେ କମୁନି ମହିଳା ବିରୋଧୀ ଅପରାଧ । ଦିନକୁ ଦିନ ମହିଳା ବିରୋଧୀ ଶୋଷଣ ବଢିଚାଲିଥିବା ବେଳେ ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୮ ମାସରେ ୧୮ ହଜାର … Read More

ୟୁକ୍ରେନକୁ ୧ ଲକ୍ଷ ସୈନିକ ଦେବ ୟୁରୋପ!

Spread the love

Spread the loveକିଭ୍: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଚୀନ୍‌ର ପ୍ରୟାସ ସାମ୍ପ୍ରତିକ ସମୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସାଉଦି ଆରବରେ ଏହି ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା … Read More

ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Spread the love

Spread the loveଭୁବନେଶ୍ବର: କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର … Read More

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

Spread the love

Spread the loveଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ … Read More

୧୩ଜିଲ୍ଲାରେ ସଭାପତି ଘୋଷଣା କଲା ବିଜେପି

Spread the love

Spread the loveଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି … Read More

ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଲା ‘ମୋ ବସ୍’

Spread the love

Spread the loveଭୁବନେଶ୍ୱର,୧୬।୨: ରାଜଧାନୀ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ମୋ ବସ୍ ସ୍କୁଟି ଉପରେ ମାଡିଯିବା ଦୁର୍ଘଟଣାର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଭିଡିଓ ଫୁଟେଜ୍ ମୋ ବସ୍ ଦ୍ରୁତ … Read More

ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା

Spread the love

Spread the loveପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି … Read More

ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ

Spread the love

Spread the loveଗଞ୍ଜାମ : ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍‌ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ … Read More